ଖବର କାଗଜରେ କିଏ କେମିତି ବିଜ୍ଞାପନ ପାଇଲା ତାହା ପ୍ରେସ ମାଲିକ ଜାଣିବା ସମ୍ଭବ ନୁହେଁ-ଲଲାଟ କିଶୋର ଭଞ୍ଜ

ଭୁବନେଶ୍ୱର : ସ୍ଥାନୀୟ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ମୟୂର ଅଫ୍‌ସେଟ୍ ପ୍ରିଣ୍ଣର୍ସ ସଂସ୍ଥାର ସତ୍ତ୍ୱାଧିକାରୀ ଶ୍ରୀ ଲଲାଟକିଶୋର ଭଂଜଙ୍କ ନାମରେ ଉଠିଥିବା ଅଭିଯୋଗ ସଂପର୍କରେ ଏକ ସ୍ପଷ୍ଟୀକରଣ ଜରିଆରେ ପ୍ରେସ୍ ରିଲିଜ୍ ଜାରି କରିଛନ୍ତି କର୍ତ୍ତୃପକ୍ଷ । ତାଙ୍କର କହିବା କଥା ମୁଁ ହେଉଛି…