ଚୀନ୍‌ରୁ ବିଚଳିତ ଭାରତୀୟ ନାବିକମାନଙ୍କୁ ଫେରାଇ ଆଣିବା ପାଇଁ କୋଇଲା ପଠାଇବା ପାଇଁ ନବୀନ ଜିନ୍ଦଲଙ୍କ ଅଫର

ନୂଆଦିଲ୍ଲୀ :ଶୁକ୍ରବାର ଦିନ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡର ଅଧ୍ୟକ୍ଷ ନବୀନ ଜିନ୍ଦଲ ଚୀନ୍‌ରୁ ଅଟକି ରହିଥିବା ଭାରତୀୟ ନାବିକମାନଙ୍କୁ ଫେରାଇ ଆଣିବା ପାଇଁ କୋଇଲା ପଠାଇବା ପାଇଁ ଭାରତୀୟ ନବୀନ ଜିନ୍ଦଲ ଅଫର ଫେରାଇ ଆଣିବାକୁ ସରକାରଙ୍କୁ ସହାୟତା କରିବାକୁ ପ୍ରସ୍ତାବ ଦେଇଛନ୍ତି।…

ଆହୁରି କମିଲା ସୁନା-ରୂପା ଦାମ୍

ନୂଆଦିଲ୍ଲୀ : ଲଗାତର କିଛି ଦିନ ଧରି ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ଏବେ ଭାରତୀୟ ବଜାରରେ ସୁନା ଓ ରୂପାର ଦାମ୍‌ ହ୍ରାସ ପାଇବାରେ ଲାଗିଛି । ଲଗାତର ୩ୟ ଦିନରେ ୨ ଥର ପାଇଁ ସୁନା ଓ ରୁପା ହ୍ରାସ ପାଇଛି । MCXରେ ସୁନା ୦.୨୫ ପ୍ରତିଶତ ହ୍ରାସ ପାଇଁ ୫୦,୭୭୫ ଟଙ୍କା ପ୍ରତି ୧୦ଗ୍ରାମକୁ…

ଲକ୍ ଡାଉନ୍ ନିୟମ ଭାଙ୍ଗି ଫସିଲେ ପ୍ରିୟଙ୍କା

ମୁମ୍ବାଇ : ସ୍ବାମୀ ନିକ୍ ଜୋନାସଙ୍କ ସହ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଲଣ୍ଡନରେ ରହୁଛନ୍ତି । କରୋନା ଲକ୍ ଡାଉନ୍ ଯୋଗୁଁ ପ୍ରିୟଙ୍କା ଲଣ୍ଡନରେ ଫସିଛନ୍ତି । ସେ ୟୁକେ ଲକ୍ ଡାଉନ୍ ନିୟମ ଉଲଂଘନ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ବୁଧବାର ଦିନ ଲକ୍ ଡାଉନ୍ ନିୟମ ଉଲଂଘନ କରି…

ଖୋଲିଲା ଧବଳେଶ୍ବର,୧୧ରୁ ଦର୍ଶନ

ଆଠଗଡ଼ : ଦୀର୍ଘ ୯ମାସରୁ ଅଧିକ ସମୟ ପରେ ‌ଖୋଲୁଛି ଗୋଟିକ ପରେ ଗୋଟିଏ ମନ୍ଦିର, ମଠ। ଆଜି ଠାରୁ କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିର ଖୋଲୁଥିଲେ ବି ସର୍ବସାଧାରଣଙ୍କ ଦର୍ଶନ ପାଇଁ ଆସନ୍ତା ୧୧ତାରିଖରୁ ଅନୁମତି ମିଳିବ। ୮ ତାରିଖରେ ‌ପୂଜକଙ୍କ ପରିବାର, ୯ ତାରିଖରେ ମଞ୍ଚେଶ୍ବର,…

ଅଳ୍ପଦିନରେ ଭାରତୀୟଙ୍କୁ ମିଳିବ ଟିକା: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: କରୋନାଭାଇରସ୍‌ ଟିକା ବିକାଶ କ୍ଷେତ୍ରରେ କରିଥିବା କାର୍ଯ୍ୟ ନିମନ୍ତେ ବୈଜ୍ଞାନିକ ଓ ଡାକ୍ତରମାନଙ୍କୁ ପ୍ରଶଂସା କରିବା ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଆଉ ଅଳ୍ପ କେତେ ଦିନ ମଧ୍ୟରେ ଦେଶବାସୀଙ୍କୁ ଟିକା ଯୋଗାଇ ଦିଆଯିବ।ଆଜି ଆୟୋଜନ ହେଉଥିବା…

କୋଭିଡ୍ କଟକଣା ଭିତରେ ଖୋଲିଲା ସ୍କୁଲ

ଭୁବନେଶ୍ବର : କୋଭିଡ୍‌ କଟକଣା ମଧ୍ୟରେ ଶୁକ୍ରବାରଠାରୁ ସ୍କୁଲ ଖୋଲିଛି । କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ‌ଆସିଛନ୍ତି । ଏଥିଲାଗି ଉଭୟ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକରେ ବ୍ୟପକ ପ୍ରସ୍ତୁତି ହୋଇଛି। ଛାତ୍ରଛାତ୍ରୀ ମାସ୍କ ପରିଧାନ କରିବା ସହ ସ୍କୁଲକୁ ପ୍ରବେଶ ସମୟରେ ହାତ…

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ! ହତ୍ୟା ଷଡ଼ଯନ୍ତ୍ର ନେଇ ନବୀନ ନିବାସକୁ ଆସିଲା ବେନାମୀ ଚିଠି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଷକ୍ଷଯନ୍ତ୍ର କରାଯାଇଛି । ଏ ନେଇ ନବୀନ ନିବାସକୁ ଏକ ବେନାମୀ ଚିଠି ଆସିଛି। ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହେଉଥିବା କଥା ଚିଠିରୁ ଜଣାପଡ଼ିବା ପରେ ରାଜ୍ୟ ପ୍ରଶାସନ ତତ୍ପର ହୋଇଉଠିଛି । ତେବେ ଚିଠିଟି…

କୋଭିଡ୍ କଟକଣା ଭିତରେ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ ହେବ ‘ଗଣତନ୍ତ୍ର ଦିବସ’

ଭୁବନେଶ୍ୱର : କୋଭିଡ୍ କଟକଣା ମାନି ପାଳନ ହେବ ଗଣତନ୍ତ୍ର ଦିବସ। ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ସମ୍ପୂର୍ଣ୍ଣ ଭାବେ ଭୟ ରହିଛି। ତେଣୁ ଆସନ୍ତା ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ ହେବ। ସରକାରଙ୍କ କୋଭିଡ ନିର୍ଦ୍ଦେଶାବଳୀ ସହ ଗଣତନ୍ତ୍ର ଦିବସ ପାଳିତ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଭୁବନେଶ୍ବର: କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ରାଜ୍ୟର ବିଭିନ୍ନ ଖଣିଜ ପଦାର୍ଥର ନିଲାମ ଏବଂ ଓଡିଶାରେ ଖଣି ଖନନ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଜଙ୍ଗଲ ମଞ୍ଜରୀ, ବନ୍ଦ ଖଣି ଗୁଡ଼ିକର…